ଜାତୀୟ ରାଜପଥରେ ଚୋରି ହେଉଛି ମୋବାଇଲ ଫୋନ

ଅଷ୍ଟିନ ନ୍ୟୁଜତା-୨୭-୦୮-୨୦୨୩ ବଡ଼ଚଣା ଓ ବୈରୀ ଆଦି ଅନ୍ୟାନ୍ୟ ସ୍ଥାନରେ ଗତ କିଛି ଦିନ ହେଲା କଳା ପଲସର ଆତଙ୍କ ଦେଖାଦେଇଛି | କଳା ପଲସର ବାଇକରେ ଦୁଇ ଦୁବୃର୍ତ୍ତ ମୁହଁରେ କପଡା ଗୁଡ଼ାଇ ଆସି ଏହି ରାଜପଥରେ କେତେକ ଅଞ୍ଚଳରେ ଆତଙ୍କ ଖେଲାଇଛନ୍ତି | ବାଇକ ଚାଳକଙ୍କ ଠାରୁ ମୋବାଇଲ ଫୋନ ଝାମ୍ପି ନେଉଛନ୍ତି | ଚଳିତ ମାସ ୨୧ ତାରିଖ ରାତି ୧୦ ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ଡଗରପଡା ଗ୍ରାମର ପ୍ରଭାତ ବେହେରା … Continue reading ଜାତୀୟ ରାଜପଥରେ ଚୋରି ହେଉଛି ମୋବାଇଲ ଫୋନ